ଦେଶ ବିଦେଶ
    54 seconds ago

    Mukesh Ambaniଙ୍କର ସିକ୍ଯୁରିଟି ଦେଖି ଥର ଥର କାପନ୍ତି ଗୁଣ୍ଡା ମାନେ, ଦେଖନ୍ତୁ Video

    ବନ୍ଧୁଗଣ ଆପଣ ମାନେ କଣ ଜାଣି ଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେକ୍ୟୁରିଟୀ ପରେ ଯଦି ଦେଖିବା ଆମ ଭାରତରେ…
    ବିଚାର
    2 minutes ago

    ପିଲାକୁ ଯଦି ଭଲ ମଣିଷ କରିବାକୁ ଚାହାଁନ୍ତି ତାକୁ ଏହି ଶିକ୍ଷା ଦିଅନ୍ତୁ, Jaya Kishori

    ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ପିଲା ମାନଙ୍କୁ ଭଲ ମଣିଷ କରିବା ପାଇଁ ବାପା ମା ଙ୍କୁ କେଉଁ…
    ମନୋରଞ୍ଜନ
    3 minutes ago

    ଦେଖନ୍ତୁ Raja Queenର ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ପ୍ରତ୍ୟକ ସିଜିନ ର Winner ମାନଙ୍କ List

    ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ସାର୍ଥକ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ରଜ କୁଇନ ନିଶ୍ଚୟ ଦେଖିଥିବେ…
    ଜୀବନଶୈଳୀ
    5 minutes ago

    ଦ୍ୱିତୀୟ ବିବାହ ପରେ ଦ୍ୱିତୀୟ କନ୍ୟା ସନ୍ତାନର ବାପା ହେଲେ ଚାନ୍ଦବାଲି ବିଧାୟକ Byomkesh… ଦେଖନ୍ତୁ Video

    ପୁଣି ଥରେ ବାପା ହୋଇଛନ୍ତି ବିଧାୟକ ବ୍ୟୋମକେଶ ରାୟ । ହଁ ଦର୍ଶକ ବନ୍ଧୁ 20220 ଫେବୃଆରୀ 3 ତାରିଖରେ…
    ସ୍ୱାସ୍ଥ୍ୟ
    8 minutes ago

    ବନ୍ଧୁଗଣ ବର୍ତ୍ତମାନ ସମୟରେ ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ବଜ୍ରପାତ ହେଉଛି ଆଉ ଅନେକ ଜନଜୀବନ କ୍ଷତି ହେଉଛି । ଆଜି ଆମେ ଆପଣଙ୍କୁ କହିବୁ ବଜ୍ରପାତର ହେବାର କାରଣ ଓ ଏହି ସମୟରେ କଣ କରିବା ଉଚିତ । ବଜ୍ରପାତର ମୁଖ୍ୟ କାରଣ ଗୁଡିକ ହେଉଛି ସମୁଦ୍ର ରେ ସ୍ଥଳ ଭାଗକୁ ଜଳିୟ ବାଷ୍ପ ପ୍ରବାହ ହୋଇଥାଏ । ଆଣ୍ଟି ସାଇକ୍ଳୋନ ଦ୍ଵାରା ଦକ୍ଷିଣ-ପୂର୍ବ ଦକ୍ଷିଣ ଦିଗରୁ ପବନ ବୋହିଥାଏ । by TaboolaSponsored Links You May Like The Secret Behind Successful Intraday Traders – Learn It Now! TradeWise ବାୟୁମଣ୍ଡଳର ଆଦ୍ରତା ଅଧିକ ରହିଲେ ଏଭଳି ହୋଇଥାଏ । ଭୁପୃଷ୍ଠ ଓ ବାୟୁମଣ୍ଡଳର ତଳ ସ୍ତର ତାତିବା କାରଣରୁ ଉପରକୁ ଉଠେ ଯାହା ଦ୍ଵାରା ବଜ୍ରପାତ ହୋଇଥାଏ । ଆଉ ଏକ କାରଣ ହେଉଛି ଜଳିୟ ବାଷ୍ପ ଉପରକୁ ଉଠିବା ପାଇଁ ଆଉ ଏକ ମାଧ୍ୟମ ହେଉଛି ଟ୍ରଫଲାଇନ । ବଙ୍ଗୋପସାଗର ରୁ ଉପକୂଳ ବର୍ତ୍ତୀ ଜିଲ୍ଲାକୁ ଆଦ୍ରତା ଥିବା ସାମୁଦ୍ରିକ ପବନ ବହେ ଯାହା ଦ୍ଵାରା ବଜ୍ରପାତ ହୋଇଥାଏ । ବଜ୍ରପାତ ସମୟରେ ବା ବିଜୁଳି ମାରିଲେ ଭୁଲରେ ବି ଘରୁ ବାହାରକୁ ବାହାରନ୍ତୁ ନାହି । ଘର ଭିତରେ ରୁହନ୍ତୁ । ବଜ୍ରପାତ ବେଳେ ଛାତ ଘରେ ରହିବା ସବୁଠୁ ସୁରକ୍ଷିତ ହୋଇଥାଏ । ଯଦି ଚାଳ କି ଅନ୍ୟ କୌଣସି ଘରେ ଅଛନ୍ତି ତେବେ ସେଠାରେ ରୁହନ୍ତୁ ନାହି । ଏହା ସହ ମୋବାଇଲ ଭଳି ଇଲେକ୍ଟ୍ରୋନିକ ଡିଭାଇସ ଭୁଲରେ ବି ବ୍ୟବହାର କରନ୍ତୁ ନାହି । ଏମିତି ସମୟରେ ମୋବାଇଲକୁ ସ୍ଵିଚ ଅଫ କରି ଦିଅନ୍ତୁ ନଚେତ ଦୂରେଇ ରୁହନ୍ତୁ । ଏହା ବାଦ ଯଦି ଘର ଭିତରେ ଅଛନ୍ତି ଝରକା ଓ କବାଟ ପାଖରୁ ଦୂରେଇ ରୁହନ୍ତୁ । ବାହାରେ ଥିଲେ ନଇଁ ପଡି ଆଁଠୁ କୁ ବଙ୍କା କରି ଛାତିରେ ଲଗାଇ ବସି ଆଡନ୍ତୁ । ନିଜକୁ ଯେତେ ସଙ୍କୋଚିତ କରିପାରିବେ ସେମିତି କରି ବସନ୍ତୁ । କେବେ ବି ସିଧା ସଳଖ ମାଟି ଉପରେ ଶୁଅନ୍ତୁ ନାହି ଯଦି ଆପଣ ବାହାରେ ଅଛନ୍ତି ବା ମାଟି ଘରେ ଅଛନ୍ତି । ବିଜୁଳି ମାରିବା ସମୟରେ ଯଦି ଆପଣ କାର ରେ ଥିଲେ ଗାଡି ଡୋର ବନ୍ଦକରି ଦିଅନ୍ତୁ । ଗାଡି ର ଝରକା ମଧ୍ୟ ବନ୍ଦ କରି ଦିଅନ୍ତୁ । ଏହା ଛଡା ପାଣି ଠାରୁ ସର୍ବଦା ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । କୌଣସି ଜଳସାୟ ବା ଜଳ ପାଖରେ ଅଛନ୍ତି ତେବେ ବଜ୍ରପାତ ସମୟରେ ସେଠାରୁ ଦୂରେଇ ଚାଲି ଯାଆନ୍ତୁ । କାରଣ ପାଣିରେ ଇଲେକ୍ଟ୍ରିସିଟି ପ୍ରବକ ଜଲ୍ଦି ହୋଇଥାଏ । ଗୋଟେ କରେଣ୍ଟ ଉତପତି ହୁଏ ଆଉ ଆପଣଙ୍କ ଜୀବନ ଚାଲିଯିବାର ସମ୍ଭବନା ଥାଏ । ତେଣୁ ଏହି ସମୟରେ ସାୱାର ଲଗାଇ ଗାଧାନ୍ତୁ ନାହି । ମେଟାଲ ତଥା ଧାତୁ ସାମଗ୍ରୀ କୁ ସ୍ପର୍ଶ କରନ୍ତୁ ନାହି । ବଜ୍ରପାତ ସମୟରେ ତାର ବାଡ, ସାଇକେଲ ଠାରୁ ଦୁରେଇ ରୁହନ୍ତୁ । ଟିଭି ଭଳି ଇଲେକ୍ଟ୍ରି ସାମଗ୍ରୀ କୁ ବିଦ୍ୟୁଦ ବୋର୍ଡ ଥର କାଢି ଦିଅ ନ୍ତୁ ଯେବେ ବଜ୍ରପାତ ହେଉଛି । ଯଦି କୌଣସି ଇଲେକ୍ଟ୍ରି ସାମଗ୍ରୀ ବ୍ୟବହାର କରୁଛନ୍ତି ଏବେ ଏହା ଠାରୁ ଦୂରେଇ ରୁହନ୍ତୁ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

    ବନ୍ଧୁଗଣ ଆପଣଙ୍କର ଝିଅ ଦରକାର ନା ପୁଅ ବହୁତ ଜଲ୍ଦି ନେଇ ପାରିବେ ଦମ୍ପତି ଆଗୁଆ ନିସ୍ପତି । ବୈଜ୍ଞାନିକ…
    ଜୀବନଶୈଳୀ
    11 minutes ago

    ବିଜୁଳି ମାରିଲେ କରିବେ କଣ ? କେମିତି ରହିବେ ସୁରକ୍ଷିତ… ଦେଖନ୍ତୁ କଣ କରିବେ କଣ ନାହିଁ

    ବନ୍ଧୁଗଣ ବର୍ତ୍ତମାନ ସମୟରେ ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ବଜ୍ରପାତ ହେଉଛି ଆଉ ଅନେକ ଜନଜୀବନ କ୍ଷତି ହେଉଛି…
    ବିଚାର
    12 minutes ago

    ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 11 ରୁ 17 ଏପ୍ରିଲ ଏହି ରାଶିକୁ ମିଳିବ ବଡ ଖୁସି ଖବର

    ବନ୍ଧୁଗଣ ଭଗବାନ ଶନି ହେଉଛନ୍ତି ନ୍ୟାୟର ଦେବତା । ତାଙ୍କର କୃପା ହେଲେ ବ୍ୟକ୍ତି ଜୀବନର ଦିଶା ବଦଳି ଯାଇଥାଏ…
    ଜୀବନଶୈଳୀ
    13 minutes ago

    ବାପା ବୋହୁଛି ସିଲିଣ୍ଡର ପୁଅ IPL ଷ୍ଟାର, KKR ର ନୂଆ IPL ଷ୍ଟାର Rinku Singh ଙ୍କ ସଂଘର୍ଷର କାହାଣୀ ଆପଣଙ୍କ ଆଖି ଭିଯାଇଦେବ

    ବାପା ଡେଲିଭରି କରନ୍ତି ଗ୍ୟାସ ସିଲିଣ୍ଡର, ବଡ ଭାଇର ପେସା ଅଟୋ ଡ୍ରାଇଭର । ହେଲେ ପୁଅ ହେଇଗଲା ଆଇପିଏଲ…
    ଦେଶ ବିଦେଶ
    14 minutes ago

    ପଣା ସଂକ୍ରାନ୍ତି (14 April ) କରନ୍ତୁ ଏହି 8ଟି ଚମତ୍କାରି ଉପାୟ, ସବୁ ସମସ୍ୟା ଦୂର କରିବେ ବଜରଙ୍ଗବଲି

    ବନ୍ଧୁଗଣ ଏପ୍ରିଲ 14ରେ ପଡୁଅଛି ପଣା ସଂକ୍ରାନ୍ତି । ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଏହି ଦିନ…

      ଦେଶ ବିଦେଶ
      54 seconds ago

      Mukesh Ambaniଙ୍କର ସିକ୍ଯୁରିଟି ଦେଖି ଥର ଥର କାପନ୍ତି ଗୁଣ୍ଡା ମାନେ, ଦେଖନ୍ତୁ Video

      ବନ୍ଧୁଗଣ ଆପଣ ମାନେ କଣ ଜାଣି ଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେକ୍ୟୁରିଟୀ ପରେ ଯଦି ଦେଖିବା ଆମ ଭାରତରେ ସବୁଠାରୁ ଅଧିକ ସିକ୍ୟୁରିଟୀ ମୁକେଶ ଅମ୍ବାନୀଙ୍କର…
      ବିଚାର
      2 minutes ago

      ପିଲାକୁ ଯଦି ଭଲ ମଣିଷ କରିବାକୁ ଚାହାଁନ୍ତି ତାକୁ ଏହି ଶିକ୍ଷା ଦିଅନ୍ତୁ, Jaya Kishori

      ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ପିଲା ମାନଙ୍କୁ ଭଲ ମଣିଷ କରିବା ପାଇଁ ବାପା ମା ଙ୍କୁ କେଉଁ ଶିକ୍ଷା ଦେବା ଉଚିତ । ଆମେ…
      ମନୋରଞ୍ଜନ
      3 minutes ago

      ଦେଖନ୍ତୁ Raja Queenର ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ପ୍ରତ୍ୟକ ସିଜିନ ର Winner ମାନଙ୍କ List

      ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ସାର୍ଥକ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ରଜ କୁଇନ ନିଶ୍ଚୟ ଦେଖିଥିବେ । ଏଥିରେ ପ୍ରତି ବର୍ଷ ଅନେକ…
      ଜୀବନଶୈଳୀ
      5 minutes ago

      ଦ୍ୱିତୀୟ ବିବାହ ପରେ ଦ୍ୱିତୀୟ କନ୍ୟା ସନ୍ତାନର ବାପା ହେଲେ ଚାନ୍ଦବାଲି ବିଧାୟକ Byomkesh… ଦେଖନ୍ତୁ Video

      ପୁଣି ଥରେ ବାପା ହୋଇଛନ୍ତି ବିଧାୟକ ବ୍ୟୋମକେଶ ରାୟ । ହଁ ଦର୍ଶକ ବନ୍ଧୁ 20220 ଫେବୃଆରୀ 3 ତାରିଖରେ ବିଧାୟକ ବ୍ୟୋମକେଶ ରାୟଙ୍କର ପ୍ରଥମ ସ୍ତ୍ରୀ…
      Back to top button